ଇଞ୍ଜିନିୟରରୁ IAS ପର୍ଯ୍ୟନ୍ତ ଅବିଶ୍ୱସନୀୟ ଯାତ୍ରା | ମଧୁସୂଦନ ପାଢ଼ୀଙ୍କ Exclusive Podcast | UPSC ପ୍ରେରଣା

ଓଡ଼ିଶାର ମାନ୍ୟବର ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ମଧୁସୂଦନ ପାଢ଼ୀଙ୍କ ସହ ଏହି ସ୍ୱତନ୍ତ୍ର ପଡକାଷ୍ଟରେ ଇଞ୍ଜିନିୟରରୁ IAS ହେବା ପର୍ଯ୍ୟନ୍ତ ତାଙ୍କ ପ୍ରେରଣାଦାୟକ ଜୀବନଯାତ୍ରା ଜାଣନ୍ତୁ। ପ୍ରଶାସନିକ ଅନୁଭବ, ନେତୃତ୍ୱ, ଜୀବନଶୈଳୀ ଓ UPSC ପ୍ରାର୍ଥୀଙ୍କ ପାଇଁ ତାଙ୍କ ମୂଲ୍ୟବାନ ପରାମର୍ଶ ଏହି ଆଲୋଚନାର ମୁଖ୍ୟ ଆକର୍ଷଣ।

https://youtu.be/QRjCUm2wfFk?si=LHWso0VuHNKShAd7

Share This Article 1 shares

Continue Reading

View All ଭିଡିଓ →