ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ସହ ଏହି ସ୍ୱତନ୍ତ୍ର ପଡକାଷ୍ଟରେ ତାଙ୍କର ଇଞ୍ଜିନିୟରରୁ ସାଂସଦ ପର୍ଯ୍ୟନ୍ତ ପ୍ରେରଣାଦାୟକ ଯାତ୍ରା ଓ ଜନସେବାର ଅନୁଭବ ବିଷୟରେ ଆଲୋଚନା କରାଯାଇଛି। ନବରଙ୍ଗପୁରର ବିକାଶ, କୃଷି, ରୋଜଗାର, ମୌଳିକ ସୁବିଧା, ରେଳ ଓ ସଡ଼କ ପ୍ରକଳ୍ପ ସହ ଅଞ୍ଚଳର ଭବିଷ୍ୟତ ରୂପରେଖା ଉପରେ ସେ ନିଜର ମତାମତ ରଖିଛନ୍ତି।

ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଜୀବନଯାତ୍ରା, ଭାରତୀୟ ରେଳବାଇର ମୁଖ୍ୟ ଇଞ୍ଜିନିୟରରୁ ସଂସଦ ସଦସ୍ୟ ପର୍ଯ୍ୟନ୍ତ ତାଙ୍କ ଅନୁଭବ, ରାଜନୈତିକ ଜୀବନ, ନବରଙ୍ଗପୁରର ବିକାଶ, କୃଷି, ରୋଜଗାର, ରେଳ, ସଡ଼କ, ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ତାଙ୍କ ଦୃଷ୍ଟିଭଙ୍ଗୀକୁ ନେଇ ଏହି ସ୍ୱତନ୍ତ୍ର ପଡକାଷ୍ଟ।

Share This Article 1 shares

Continue Reading

View All ଭିଡିଓ →